ବାହାର ରାଜ୍ୟରୁ ଘରକୁ ଫେରୁଛନ୍ତି ଶହଶହ ପ୍ରବାସୀ: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ମୁକୁଳା

ଭୁବନେଶ୍ବର : କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି ହେଲାଣି। ପଶ୍ଚିମ ଓଡ଼ିଶାର ଛତିଶଗଡ଼ ସଂଲଗ୍ନ ୧୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ମଧ୍ୟ ହେଲାଣି। କିନ୍ତୁ କରୋନାର ମାରାତ୍ମକ ଭୂତାଣୁ ଧରି ବସ୍‌ରେ ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଉପରେ କାହାର ନଜର ନାହିଁ। ନା ସେମାନଙ୍କର କରୋନା ପରୀକ୍ଷା ହେଉଛି ନା ସେମାନଙ୍କୁ ସଙ୍ଗରୋଧରେ ରଖାଯାଉଛି। କୋଲକାତାରୁ ରାଜଧାନୀକୁ ଦିନକୁ ପ୍ରାୟ ୧୦ରୁ … Continue reading ବାହାର ରାଜ୍ୟରୁ ଘରକୁ ଫେରୁଛନ୍ତି ଶହଶହ ପ୍ରବାସୀ: ବରମୁଣ୍ଡା ବସ୍‌ଷ୍ଟାଣ୍ଡ ମୁକୁଳା